ପଲିଟିକ୍ସ

ଶେଷରେ ପଦ୍ମ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର: ଶଙ୍ଖ (ବିଜେଡି) ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଶେଷରେ ପଦ୍ମ ଧରିଛନ୍ତି (ବିଜେପି) । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ବିଜେପି ବିଧାୟକ କେ.ଭି.ସିଂହଦେଓଙ୍କ ଭୁବନେଶ୍ୱର ବାସଭବନରେ ଆୟୋଜନ ହୋଇଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ, ନେତୃତ୍ୱରେ ଅନୁପ୍ରାଣୀତ ହୋଇ ସେ […]

ଲାଇଫ ଷ୍ଟାଇଲ

ମାର୍ଚ୍ଚ ୨୩ ତାରିଖ (ଶନିବାର), ଏହି ରାଶି ଥିବା ବ୍ୟକ୍ତି ଯାନବାହାନ ଚଲେଇବା ବେଳେ ସତର୍କ ରୁହନ୍ତୁ; ନଚେତ ଦୁର୍ଘଟଣାର ସମ୍ମୁଖୀନ ହେବେ

ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ, ମାର୍ଚ୍ଚ ୨୩ ତାରିଖ ୨୦୧୯ ମସିହା (ଶନିବାର), ଜାଣନ୍ତୁ ଆଜିର ରାଶିଫଳ: ମେଷ ରାଶି: ଆଜି ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ନୂତନ ଦ୍ରବ୍ୟ ଲାଭ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ମନୋଯୋଗ ଦେବେ । ଚାକିରୀ କ୍ଷେତ୍ରରେ ପ୍ରମୋସନ ମିଳିବ । ବ୍ୟାପାରରେ କିଛି ବଡ ସଫଳତା ମିଳିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ବୃଷ ରାଶି: ଆଜି ଖର୍ଚ୍ଚ […]

ପଲିଟିକ୍ସ

ପୁରୀ ଲୋକସଭା ଆସନରୁ ଲଢ଼ିବେ ସମ୍ବିତ, ବିଜେପିକୁ ‘ସମ୍ବିତ’ ଶୁଭେଚ୍ଛା

ନୂଆଦିଲ୍ଲୀ/ ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବା ବିଜେପିରର ରାଷ୍ଟ୍ରୀୟ ମୁଖପାତ୍ର, ଜାତୀୟ ଟିଭି ଚ୍ୟାନେଲର ପ୍ରମୁଖ ଚେହେରା ସମ୍ବିତ ପାତ୍ର । ଘର ଓଡ଼ିଶାରେ, ପେଶାଦାର ଓ ରାଜନୈତିକ ଜୀବନ ନୂଆଦିଲ୍ଲୀରେ । ହେଲେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛନ୍ତି ସମ୍ବିତ । ପୁରୀ ଲୋକସଭା ଆସନରୁ ସେ ବିଜେପି ଟିକଟରୁ ନିର୍ବାଚନ ଲଢ଼ିବେ । ଆଉ ଏହି ଖବର ସହ ସବୁ ଚର୍ଚ୍ଚାର ଅବସାନ ବି ଘଟିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]

ଦେଶ-ବିଦେଶ

ଇଣ୍ଡୋ-ପାକ୍ ସମ୍ପର୍କ: ବିବାଦ ଦୂର କରିବ ଡିପ୍ଲୋମେସି ଏଣ୍ଡ ଡାଇଲଗ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ କେଉଁ ପ୍ରକାର ସମ୍ପର୍କ ରହିଛି ସେ କଥା ବିଶ୍ୱବାସୀଙ୍କୁ ଅଛପା ନାହିଁ । ଦୁଇ ଦେଶ ମଧ୍ୟରେ ଦରିଆପାରି ସମ୍ପର୍କଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି ଏବଂ ବାଣିଜ୍ୟ ଆଦି ସମ୍ପର୍କ ପ୍ରଭାବିତ ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ କେବଳ ଯେ, ସୀମାପାର ଆକ୍ରମଣ, ଆତଙ୍କବାଦ ଏବଂ ଟେରର ଫଣ୍ଡିଂକୁ ନେଇ ବିବାଦ ନୁହେଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଖରାପ […]

ଦେଶ-ବିଦେଶ

ଦ ବର୍ଣ୍ଣିଂ ଟ୍ରେନ୍: ୨୪ ଘଣ୍ଟାରେ ଦ୍ୱିତୀୟ ଅଘଟଣ

କୋଲକାତା/ଭୁବନେଶ୍ୱର: ପୁରୀରେ ତପସ୍ୱିନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟଣାକୁ 24 ଘଣ୍ଟା ନପୁରୁଣୁ ପୁଣି ଏକ ଖାଲି ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ପଶ୍ଚିମବଙ୍ଗ ସାନ୍ତରାଗାଚ୍ଛି ରେଲୱେ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ଫାଲକନାମା ଏକ୍ସପ୍ରେସ୍ ଗାଡ଼ି ନମ୍ବର (12704) ଗତକାଲି ବିଳମ୍ବିତ ରାତ୍ରିରେ ନିଆଁ ଲାଗିଯାଇଥିଲା । ଠିକଣା ସମୟରେ ରେଳ ବିଭାଗର ଉଦ୍ୟମ ଏବଂ ଦମକଳ ବାହିନୀର ପରିଶ୍ରମରେ ନିଆଁକୁ ଆୟତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ନେଇ ସୂଚନା […]

ଦେଶ-ବିଦେଶ

‘ସାମ୍’ ଏକ କୟାମତ: କ’ଣ କରିବ କଂଗ୍ରେସ ?

ପ୍ରଥମେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତାରକାର । ସାକ୍ଷାତକାରରେ ମୋଦି ସରକାରଙ୍କ ନୀତି, ନିୟତି ଉପରେ ସିଧାସଳଖ ପ୍ରଶ୍ନ । ରାଜନୀତି, କୂଟନୀତି ଏବଂ ଯୁଦ୍ଧ ରଣନୀତି ଉପରେ ହମଲା କଲେ କଂଗ୍ରେସର ଦରିଆପାରି ମୁଖ୍ୟ ସାମ୍ ପିତ୍ରୋଡା । ଏହା କିନ୍ତୁ କଂଗ୍ରେସ ପାଇଁ କୟାମତ ନେଇ ଆସିଲା । ପବନ ବେଗରେ ସାମ୍ ଙ୍କ ଲମ୍ବା ସାକ୍ଷାତକାର ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ଓ ପ୍ରତିକ୍ରିୟା ଦିଲ୍ଲୀ ରାଜନୀତିକୁ ଉଷ୍ମ କରିବାକୁ […]

ମନୋରଞ୍ଜନ

‘ପିଏମ’ ପାଇଁ ଜାଭେଦ ଝମେଲା

ଘୋଷ୍ଟ ରାଇଟିଂ ବା ଭୂତ ଲେଖା ଓ ଲେଖକ ସମ୍ପର୍କରେ ଆପଣ ଉଣା ଅଧିକେ ଜାଣିଥିବେ । ତେବେ କଥା ହେଲା ଏବେ ଏହାକୁ ନେଇ ଚର୍ଚ୍ଚା କରିବାର କାରଣ ବି ଅଛି । ନିର୍ବାଚନୀ ଋତୁରେ ଦର୍ଶକଙ୍କୁ ମନୋରଞ୍ଜନ ଦେବା ପାଇଁ ତିଆରି ହୋଇଛି ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ବିବେକ ଓବରୟ ଅଭିନୀତ ଏହି ଫିଲ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମାଜିକ ଓ ରାଜନୈତିକ ଜୀବନୀକୁ ନେଇ ନିର୍ମାଣ ହୋଇଛି । ଏବେ ଏହି […]

ଓଡିଶା

କାଳ ହେଲା ହୋଲି ଖେଳ, ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଟିଟିଲାଗଡ଼: ହୋଲି ଖେଳସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯାହା ପୁରା ଟିଟିଲାଗଡ଼ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି । ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ତେଲ ନଦୀରେ ବୁଡ଼ି ଉକ୍ତ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଗୁରଜିଭଟା ଗାଁର ଆଶୁତୋଷ ବିଶି । ଆଶୁତୋଷ ବେଲଗାଁ ତେଲ ନଦୀରେ ଗାଧୋଉଥିବା […]

କ୍ରାଇମ

ଷ୍ଟେସନରୁ ଜବତ ହେଲା ୨କୋଟି ୨୩ ଲକ୍ଷ ଟଙ୍କା, ୩ ଗିରଫ

ରାଉରକେଲା: ରାଉରକେଲା ଷ୍ଟେସନରୁ ରେଳବାଇ ପୋଲିସ ହାତରେ ଲାଗିଛି ୨କୋଟି ୨୩ ଲକ୍ଷ ଟଙ୍କା । ଏହି ଟଙ୍କାକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଓ ରାଜନ ଶ୍ରୀବାସ୍ତବ । ଅଭିଯୁକ୍ତ ମାନେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କିଏ ଦେଇଥିଲା ଏତେ ଟଙ୍କା ? କୁଆଡେ ନେଇ ଯାଉଥିଲେ ଏତେ ଟଙ୍କା ? ଏସବୁ […]

ଓଡିଶା

ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ

ପୁରୀ: ହୋଲି ଉତ୍ସବରେ ଆଜି ପୁରୀ ରେଳ ଷ୍ଟେସନରେ ଏକ ବଡ ଅଘଟଣ ଘଟିଛି । ଯାହା ପୁରା ରାଜ୍ୟରେ ଚହଳ ପକାଇଛି । ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଆଜି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ବେଳେ ଉକ୍ତ କୋଚ୍ ରେ କେହି ଯାତ୍ରୀ ଉପସ୍ଥିତ ନଥିଲେ । ତେଣୁ କାହାରି ଜୀବନ ଯାଇ ନଥିବା ସୂଚନା ମିଳିଛି । ନିଆଁ ଲାଗିବା କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ପୁରୀ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ […]